A little secret to rock your YouTube subscribers
Get Free YouTube Subscribers, Views and Likes

E- farming Odisha

Likes
0
E- farming Odisha
Namaskar Odisha. We created this channel for farmer of Odisha. In Odisha every one depends on farming but they are not aware of new technologies , new idea, new scheme provided by the govt. . So we created this channel to provide all the farming related information to people of Odisha. so that the farmer of Odisha will perform in a better way in the farming field. This channel is dedicated to farmer of Odisha.

ନମସ୍କାର ଓଡ଼ିଶା। ଆମେ ଓଡ଼ିଶାର ଚାଷୀ ମାନଙ୍କ ପାଇଁ ଏହି ଚ୍ୟାନେଲ ତିଆରି କରିଛୁ | ଓଡ଼ିଶାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି କିନ୍ତୁ ସେମାନେ ନୂତନ ଜ୍ଞାନକୌଶଳ, ନୂତନ ଧାରଣା ଓ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ନୂତନ ଯୋଜନା ବିଷୟରେ ଅବଗତ ନୁହଁନ୍ତି । ତେଣୁ ଓଡ଼ିଶାର ଲୋକ ମାନଙ୍କୁ କୃଷି ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିବାକୁ ଆମେ ଏହି ଚ୍ୟାନେଲ ତିଆରି କରିଛୁ | ଯାହାଫଳରେ ଓଡିଶାର କୃଷକ ଚାଷ କ୍ଷେତ୍ରରେ ଉତ୍ତମ ଉପାୟରେ ଚାଷ କାର୍ଯ୍ୟ କରିପାରିବେ | ଏହି ଚ୍ୟାନେଲଟି ଓଡ଼ିଶାର କୃଷକ ମାନଙ୍କ ପାଇଁ ଉତ୍ସର୍ଗ କରାଗଲା |

Contact Number 8596888646

posted by myriapodo0s