Free views, likes and subscribers at YouTube. Now!
Get Free YouTube Subscribers, Views and Likes

Mamata study center

Likes
0
Mamata study center
(Your study guide) mamata study center ଜୟ ଜଗନ୍ନାଥ , ଆପଣଙ୍କ ଭଲପାଇବା ମୋ ସ୍ୱାଭିମାନ

ଶିକ୍ଷା ଦାନ ଏକ ମହାନ୍ କାର୍ଯ୍ୟ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ପ୍ରତି ଦିନ କିଛି ନା କିଛି ଶିକ୍ଷା କରେ। ମୋର ଉଦ୍ଦେଶ୍ୟ ମୁଁ ମୋର ଗୁରୁ, ଗୁରୁଜନ ଶିକ୍ଷକ ଏବଂ ମୋ ଚାରି ପାଖ ସମାଜ ଠାରୁ ଯେଉଁ କିଞ୍ଚିତ ଜ୍ଞାନ ଆହରଣ କରିଛି। ସେ ସବୁ କୁ ଆପଣଙ୍କ ସାମ୍ନା କୁ ଆଣିବା। ମୋ ଦ୍ଵାରା କେହି ଉପକୃତ ହେଲେ ମୋର ଶିକ୍ଷା ଦାନ ସାର୍ଥକ ହେବ।

posted by Sualdinwx