The easiest way to skyrocket your YouTube subscribers
Get Free YouTube Subscribers, Views and Likes

Shruti Sahitya

Likes
0
Shruti Sahitya
Nowadays children like to listen rather than read. That’s why they are more attracted to tabs, notebooks, smartphones than books. In this regard, the time has come to publish literature in audio form. Keeping this in mind we have created SHRUTI SAHITYA. Through it we will create audio books of old literature, famous writings, stories, poems etc. of Oriya language. We believe that Oriya literature will survive if the next generation loves it.

ଶ୍ରୁତି ସାହିତ୍ୟ ହେଉଛି ଓଡ଼ିଆ ଭାଷାରେ ଅମୂଲ୍ୟ ସଂପଦଗୁଡ଼ିକୁ ଡିଜିଟାଲ ରୂପରେ ପରିବର୍ତ୍ତିତ କରି ସବୁଦିନ ଲାଗି ସଂରକ୍ଷିତ କରି ରଖିବାର ଏକ ପ୍ରୟାସ | ଏହି ଡିଜିଟାଲ ରୂପ ହେଉଛି ଅଡିଓ ଫରମାଟ | ଆମେ ପ୍ରାଚୀନ, ନୂତନ ସବୁ ଲୋକାଦୃତ ରଚନାଗୁଡ଼ିକୁ ଅଡ଼ିଓ ରୂପରେ ଗଚ୍ଛିତ କରି ରଖିବାକୁ ଚେଷ୍ଟା କରୁଛୁ | ଆମର ଉଦ୍ଦେଶ୍ୟ ଲେଖାଟି ତାର ମୂଳରୂପରେ ଅଡ଼ିଓ ଫରମାଟରେ ରହୁ | ଆମେ ଲେଖାକୁ ଅଡିଓ ରୂପକୁ ବଦଳାଇ ସଂରକ୍ଷିତ କରି ରଖିବାର ଚେଷ୍ଟାରେ ଅଛୁ ଯେମିତିକି ଆମର ଉତ୍ତରପିଢି ସେସବୁ ସହଜରେ ପାଇପାରିବେ |
OUR TEAM:
Chief Editor: Somesh Mohapatra
Editor: Harihar Tripathy
Managing Editor: Mrutyunjay Parija
Contact us: [email protected]

posted by makbarag0