Get real, active and permanent YouTube subscribers
Get Free YouTube Subscribers, Views and Likes

All in One ସୋରିଷ ପିଡ଼ିଆ ଚା

Follow
KRUSHI SAMPADA

Arabinda Sahoo
KRUSHI SAMPADA

All in One
ସୋରିଷ ପିଡ଼ିଆ ଚା

ସୋରିଷ ପିଡ଼ିଆ ରେ
Nitrogen
Phosphorus
Potash
ସହିତ ପ୍ରୋଟିନ
ଅଣୁସାର Calcium
Magensium
Copper
Zinc
Iron
ଆଦି ରହିଥାଏ
ଏହାକୁ ଚା ଆକାରରେ ପ୍ରସ୍ତୁତ କରି ପ୍ରାୟୋଗ କରାଯାଏ
1lit ପାଣିରେ 250gm ସୋରିଷ ପିଡ଼ିଆ ମିଶାଇ ମାଟି ମାଠିଆ ରେ 4ଦିନ ରଖନ୍ତୁ।
ସେଥିରେ ଶୀତ ଦିନେ 10ଗୁଣ ଓ ଖରାଦିନେ 15ଗୁଣ ପାଣି ମିଶାଇ ଗଛ ମୂଳରେ ପ୍ରାୟୋଗ କରନ୍ତୁ
ଫୁଲ ବା ପନିପରିବା ଗଛରେ 100ml ଓ ଫଳ ଗଛରେ 150200ml ପ୍ରାୟୋଗ କରନ୍ତୁ
15ଦିନ ଅନ୍ତରରେ 2ଥର ପ୍ରୟୋଗ କରନ୍ତୁ

Thank you
KRUSHI SAMPADA
MOB : 7008498896
Mail ID : [email protected]

WATCH NEXT:
ବିନା ଖର୍ଚ୍ଚରେ ଶଙ୍କର ଧାନ ବିହନ ଉତ୍ପାଦନ
   • ଖରାଦିନିଆ ଶଙ୍କର ବିହନ ଉତ୍ପାଦନ ବିନା ଖର୍ଚ...  

ପାଉଁସିଆ ରୋଗ ପରିଚାଳନା
   • ଫସଲରେ ପାଉଁସିଆ ରୋଗ ର ଜୈବିକ ନିୟନ୍ତ୍ରଣ ବ...  

Hormone Fantac plus

   • ଫସଲରେ ଫୁଲ କଷି ଝଡୁଛି କି ? Hormone Fant...  

#krushisampada #mustard
#liquidfertilizer
#odia

posted by dalotel3j