Secret sauce that brings YouTube followers, views, likes
Get Free YouTube Subscribers, Views and Likes

chhuti darakhast | Odia leave application | application to headmaster |

Follow
handwriting 100

chhuti darakhast | Odia leave application | application to headmaster |

Hi viewers/ students Welcome to my youtube channel "Handwriting 100"

ଛାତ୍ରଛାତ୍ରୀ/ଦର୍ଶକ ବନ୍ଧୁ ଆପଣମାନଙ୍କୁ ମୋ ୟୁଟୁବ୍ ଚାନେଲ "ଗୁଡହ୍ୟାଣ୍ଡରାଇଟିଙ୍ଗ ୱାଲଡ" ରେ ସ୍ଵାଗତ ଏବଂ ଅନେକ ଶୁଭକାମନା ।
ଏହି ଚାନେଲ ଟି ମୁଖ୍ୟତଃ ସୁନ୍ଦର ହସ୍ତାକ୍ଷର ଲିଖନ ଶିକ୍ଷା, ରଚନା, ପତ୍ରଲିଖନ, ପ୍ରବନ୍ଧ, ବ୍ୟାକରଣ, ପିଲାମାନଙ୍କର ଚିତ୍ରାଙ୍କନ ଶିକ୍ଷା, ବହୁଭାଷା ଶିକ୍ଷା ଏବଂ ବିବିଧ ଶିକ୍ଷା ଉପରେ ଆଧାରିତ ।
ଛାତ୍ର, ଛାତ୍ରୀ ତଥା ଦର୍ଶକ ବନ୍ଧୁ ଆପଣମାନେ ଭିଡିଓ ଦେଖନ୍ତୁ ଏବଂ ଦୟାକରି ଛାତ୍ର, ଛାତ୍ରୀ ମାନଙ୍କୁ ଭିଡିଓ ଗୁଡ଼ିକ ସେୟାର କରନ୍ତୁ ।

ମୁଁ ଏହି ଭିଡିଓ ରେ ପ୍ରଧାନଶିକ୍ଷକଙ୍କ ପାଖକୁ ଛୁଟି ଦରଖାସ୍ତ କେମିତି ଲେଖାଯାଏ ସହଜ, ସରଳ ଭାଷା ଏବଂ ସୁନ୍ଦର ହସ୍ତାକ୍ଷର ରେ ଲେଖିଅଛି । ଆଶାକରେ ଛାତ୍ରଛାତ୍ରୀ ମାନେ ଉପକୃତ ହେବେ ।
ଆଗକୁ ଏହି ଭଳି ଶିକ୍ଷଣୀୟ ଭିଡିଓ ଦେଖିବା ପାଇଁ ଦୟାକରି ମୋ ଚାନେଲ ଟିକୁଲାଇକ,❤ ସେୟାର, ସବ୍ସକ୍ରାଇବ, କମେଣ୍ଟ୍ କରିବାକୁ ଭୂଳନ୍ତୁ ନାହିଁ

ଇମେଲ
[email protected]

ଛାତ୍ର, ଛାତ୍ରୀ, ଦର୍ଶକ ବନ୍ଧୁ ଆପଣମାନଙ୍କୁ ଧନ୍ୟବାଦ
by
Handwriting 100

**********************************

#handwriting100
#summerseason
#grismmarutu
#remainingperiodsodia
#applicationtobdo
#darakhast
#chhutidarakhast
#odiadarakhast

posted by elyeyoat