15 YouTube views, likes subscribers in 10 minutes. Free!
Get Free YouTube Subscribers, Views and Likes

Odia application || Odia leave application to headmaster ||

Follow
handwriting 100

Odia application || Odia leave application to headmaster ||

ଛାତ୍ର / ଛାତ୍ରୀ, ଦର୍ଶକ ବନ୍ଧୁ ଆପଣମାନଙ୍କୁ ମୋ ୟୁଟୁବ ଚାନେଲ୍ "Handwriting 100" ରେ ସ୍ଵାଗତ, ଶୁଭେଚ୍ଛା ଏବଂ ଅନେକ ଶୁଭକାମନା |
ଏହି channel ଟି ମୁଖ୍ୟତଃ ଏକ ଶିକ୍ଷାଭିତିକ ଚାନେଲ ଅଟେ | ସୁନ୍ଦର ହସ୍ତାକ୍ଷର ଶିକ୍ଷା, ରଚନା, ପ୍ରବନ୍ଧ, ପତ୍ରଲିଖନ, ଦରଖାସ୍ତ, ବହୁଭାଷା ଶିକ୍ଷା ତଥା ବିବିଧ ଶିକ୍ଷା ଉପରେ ଆଧାରିତ ।
ଏହି ଭିଡିଓ ରେ ତିନି ଦିନ ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନଶିକ୍ଷକ ଙ୍କୁ ଦରଖାସ୍ତ କିଭଳି ସରଳ ଏବଂ ସହଜ ଭାବରେ ଲେଖାଯାଇଥାଏ ତାହା ଏଠାରେ ସୁନ୍ଦର ହସ୍ତାକ୍ଷର ରେ ଲେଖିଅଛି ଆଶାକରେ ଛାତ୍ର ଛାତ୍ରୀ ଉପକୃତ ହେବେ |

ପେନ୍ ନାମ Rorito Fibar Point

ଏହିଭଳି ଶିକ୍ଷା ଭିତ୍ତିକ ଭିଡିଓ କୁ ଦେଖିବା ପାଇଁ ଦୟାକରି ଚାନେଲ ଟି ଲାଇକ୍, ସେୟାର, କମେଣ୍ଟ ଏବଂ ସବ୍ସକ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ |
ଇମେଲ
[email protected]
God bless u all
Lot of
By
Handwriting 100.
ଧନ୍ୟବାଦ

***********************************

#handwriting100
#chhutidarakhast
#darakhast

posted by elyeyoat